ଧାନ ଫସଲରେ ଜୀବାଣୁ ଜନିତ ପତ୍ର ପୋଡା ରୋଗ ପରିଚାଳନା ବିଷୟରେ ପରାମର୍ଶ by RFIS-ADVISORIES published on 2022-09-30T14:45:44Z ଧାନ ଫସଲରେ ଜୀବାଣୁ ଜନିତ ପତ୍ର ପୋଡା ରୋଗ ପରିଚାଳନା ପାଇଁ ଏକର ପ୍ରତି କପର ହାଇଡ୍ରୋକସାଇଡ (Copper Hydroxide) ୫୩.୮% ଡି. ଏଫ. ୬୦୦ ଗ୍ରାମ କିମ୍ବା ୨୦୦ ଗ୍ରାମ ପ୍ଳାଣ୍ଟୋମାଇସିନ (Plantomycin) ଓ ୬୦୦ ଗ୍ରାମ କପର ଅକ୍ସି କ୍ଲୋରାଇଡ ( Copper Oxy Chloride) ୫୦% ଡବ୍ଲୁ. ପି. ନାମକ ଔଷଧ କୁ ଏକର ପ୍ରତି ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।